ଭଞ୍ଜନଗର: ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ମୁହଁରେ କଳାବୋଳିଲେ ଗାଁ ଲୋକେ

Advertisment
ଭଞ୍ଜନଗର:  ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ମୁହଁରେ କଳାବୋଳିଲେ ଗାଁ ଲୋକେ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ରାମେଶ୍ୱର ପଲ୍ଲୀ ଗ୍ରାମରେ ଜଣେ ଗର୍ଭବତୀ ମହିଳାଙ୍କୁ ସେହିଗ୍ରାମର ନିବାସୀ ମହାନ୍ତି ନାମକ ଜଣେ ଯୁବକ ଦୁଷ୍କର୍ମ ଉଦ୍ୟମ କରିଛନ୍ତି। ମହିଳାଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିବା ସହିତ ଅଭିଯୁକ୍ତକୁ ଧରି ତାଙ୍କ ମୁହଁରେ କଳାବୋଳି, ମୁଣ୍ଡ ଲଣ୍ଡା କରି ପୁଲିସର ଜିମାଦେଇଛନ୍ତି। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe