ଉତ୍ତରପ୍ରଦେଶରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଦୁଷ୍କର୍ମ ବଢ଼ୁଛି, ନିର୍ଭୟା ପାଣ୍ଠିର ବ୍ୟବହାର ହୋଇପାରୁନି

hindi.news18.com

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବୁଲନ୍ଦସରରେ ଜଣେ ୧୪ ବର୍ଷୀୟା ନାବାଳିକାକଙ୍କୁ ଅଟକ ରଖି ଗଣଦୁଷ୍କର୍ମ କରାଯାଇଛି। ଗତ ୩ ତାରିଖରେ ଏହି ଘଟଣା ଘଟିଥିଲା। ଅଭିଯୁକ୍ତମାନେ ପୀଡ଼ିତା ନାବାଳିକାର ସମ୍ପର୍କୀୟ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ଜଣେ ଅଭିଯୁକ୍ତ ମଧ୍ୟ ଘଟଣାକୁ ମୋବାଇଲ୍‌ ଫୋନ୍‌ରେ ରେକର୍ଡିଂ କରିଥିଲା ଏବଂ ଏହାକୁ ଇଣ୍ଟରନେଟ୍‌ରେ ପକାଇଥିଲା । ଉକ୍ତ ଅଭିଯୁକ୍ତ ସମେତ ସମୁଦାୟ ୪ ଜଣଙ୍କୁ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe