ଭୁବନେଶ୍ୱ : ମୋବାଇଲ୍ ଚୋରି ଅଭିଯୋଗରେ ସହିଦନଗର ଥାନା ପୁଲିସ ଲୁଟେରାକୁ ଗିରଫ କରିବା ସହ ମୋବାଇଲ୍ ଫୋନ୍ ଜବତ କରିଛି। ସେ ହେଲା ସାଇନ୍ସପାର୍କ ବସ୍ତିର ରବି ପ୍ରଧାନ(୨୦)। କିଛିଦିନ ତଳେ ସ୍ୱାତୀରେଖା ପୃଷ୍ଟି ନାମକ ଜଣେ ଛାତ୍ରୀ ଆଚାର୍ଯ୍ୟବିହାର ସ୍ଥିତ ହଷ୍ଟେଲ୍କୁ ଫେରୁଥିବା ସମୟରେ ରବି ତାଙ୍କ ମୋବାଇଲ୍ ଝାମ୍ପି ନେଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us