ଚୌଦ୍ୱାର ହାଉସିଙ୍ଗ୍‌ ବୋର୍ଡ କଲୋନିରୁ ଏକ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ: ତିନି ଅଟକ

Advertisment
ଚୌଦ୍ୱାର ହାଉସିଙ୍ଗ୍‌ ବୋର୍ଡ କଲୋନିରୁ ଏକ କୁଇଣ୍ଟାଲ୍‌ ଗଞ୍ଜାଇ ଜବତ: ତିନି ଅଟକ

ଭୁବନେଶ୍ୱର: ରବିବାର ଦିନ ଚୌଦ୍ୱାରସ୍ଥିତ ହାଉସିଙ୍ଗ୍‌ ବୋର୍ଡ କଲୋନିର ଗୋଟିଏ ଘରୁ ଏକ କୁଇଣ୍ଟାଲ୍‌ରୁ ଊର୍ଦ୍ଧ୍ୱ ଗଞ୍ଜାଇ ଜବତ କରାଯାଇଛି।

ଏ ମାମଲାରେ ତିନି ଜଣଙ୍କୁ ଅଟକ ରଖାଯାଇଛି। ସେମାନେ ହେଉଛନ୍ତି, ୬୫ ବର୍ଷିୟ ଦୁଶାସନ ପରିଡ଼ା, ଦୀପକ କୁମାର ଦାସ ଏବଂ ଚିନ୍ମୟ ସାମଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe