୩ଶହରୁ ୩ହଜାର ଟଙ୍କା ଦେଇ ଛାତ୍ରଛାତ୍ରୀ କରୁଛନ୍ତି କପି

Advertisment

ଟଙ୍କା ଦେଇ ଛାତ୍ରଛାତ୍ରୀମାନେ କପି କରୁଥିବାର  ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଅଭିଯୋଗ ହୋଇଛି କି ଛାତ୍ରଛାତ୍ରୀମାନଙ୍କୁ କପି କରିବାର ସ୍ୱାଧୀନତା ଦେବା ପାଇଁ ସେମାନଙ୍କଠାରୁ ୩୦୦ ରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଥିଲା। 

ଟଙ୍କା ଦେଇ ଛାତ୍ରଛାତ୍ରୀମାନେ କପି କରୁଥିବାର  ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି।  ଅଭିଯୋଗ ହୋଇଛି କି ଛାତ୍ରଛାତ୍ରୀମାନଙ୍କୁ କପି କରିବାର ସ୍ୱାଧୀନତା ଦେବା ପାଇଁ ସେମାନଙ୍କଠାରୁ ୩୦୦ ରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଥିଲା। 

କ୍ତକ୍ି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରେୱାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଟଙ୍କା ଦେଇ ଛାତ୍ରଛାତ୍ରୀମାନେ କପି କରୁଥିବାର  ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। 
ଅଭିଯୋଗ ହୋଇଛି କି ଛାତ୍ରଛାତ୍ରୀମାନଙ୍କୁ କପି କରିବାର ସ୍ୱାଧୀନତା ଦେବା ପାଇଁ ସେମାନଙ୍କଠାରୁ ୩୦୦ ରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଇଥିଲା। 

ଭାଇରାଲ ଭିଡିଓରେ, ଜଣେ ବ୍ୟକ୍ତି ପରୀକ୍ଷାରେ କପି କରିବା ପାଇଁ କେତେ ଟଙ୍କା ଦେଇଥିଲେ ବୋଲି ପଚାରୁଥିବାର ଶୁଣିବାକୁ ମିଳୁଛି। ଉତ୍ତରରେ, ପ୍ରାର୍ଥୀ କହୁଛନ୍ତି ଯେ ସେ କପି କରିବା ପାଇଁ ଶିକ୍ଷକଙ୍କୁ ୩୦୦ରୁ ୩୦୦୦ ପର୍ଯ୍ୟନ୍ତ ଦେଇଥିଲେ। 

ଏହି ନିନ୍ଦନୀୟ ଘଟଣା ଚାକଘାଟ ନେହେରୁ ମହାବିଦ୍ୟାଳୟରୁ ବୋଲି କୁହାଯାଉଛି। ଭାଇରାଲ ଭିଡିଓ ବିଏ ଏବଂ ବିଏସସି ପରୀକ୍ଷା ଦିନର ବୋଲି କୁହାଯାଉଛି। ଏହି ପରୀକ୍ଷାରେ ଛାତ୍ରଛାାତ୍ରୀମାନେ ଟଙ୍କା ଦେଇ ଖୋଲାଖୋଲି ଭାବେ କପି କରୁଥିଲେ।
 

ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ସିଂହ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇ କହିଛନ୍ତି, ‘ଭାଇରାଲ ଭିଡିଓଟି ମୋ ନଜରକୁ ବି ଆସିଛି। ରେୱାର ଭୋଜ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ଦେଖାଶୁଣା କରୁଥିବା ଅଧିକାରୀଙ୍କୁ ମୁଁ ଏହି ଘଟଣାର ନିର୍ଦ୍ଦେଶ ଦେଇସାରିଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଡିଓରେ ଯେଉଁ ଟଙ୍କା କାରବାର ବିଷୟରେ ଆଲୋଚନା ହେଉଛି ତାହାର ମଧ୍ୟ ତଦନ୍ତ କରାଯିବ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe