‘ଓଲା’ ଚାଳକଙ୍କୁ ବୋକା ବନାଉଥିବା ଯୁବକ ଗିରଫ

Advertisment
ଅନୁଗୁଳ : ଜେସିବି ମେସିନରୁ ତେଲ ଚୋରି କରିବା ଅଭିଯୋଗରେ ୩ ଗିରଫ

ଚନ୍ଦ୍ରଶେଖରପୁର: ବିଭିନ୍ନ ସ୍ଥାନରୁ ଯାତାୟାତ କରିବା ପାଇଁ ଓଲା କାର୍ ବୁକ୍ କରି ଟଙ୍କା ନଦେଇ ଗାଡ଼ିରୁ ଓହ୍ଲାଇ ଦୌଡ଼ି ପଳାଉଥିବା ଜଣେ ଯୁବକକୁ ଆଜି ଇନ୍‌ଫୋସିଟି ଥାନା ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି। ଯୁବକ ଜଣକ ସ୍ଥାନୀୟ ଅଞ୍ଚଳର ଏକ ଶିକ୍ଷାନୁଷ୍ଠାନ ଛାତ୍ର ଅଭିଜିତ୍ ଦାଶ। ଗତ କିଛି ମାସ ହେବ ଉକ୍ତ ଅଞ୍ଚଳରୁ ସେ ‘ଓଲା’ କାର୍ ବୁକ୍ କରି ଟଙ୍କା ଦେଉନଥିବା ବ‌େଳେ ତା’ନାମରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe