ଗଞ୍ଜେଇ ଜବତ, ବେପାରୀ ଗିରଫ

Advertisment
ଗଞ୍ଜେଇ ଜବତ, ବେପାରୀ ଗିରଫ

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହର ଈସାନେଶ୍ୱର ବସ୍ତିରେ ଗଞ୍ଜେଇ ବିକ୍ରି କରୁଥିବା ଜଣେ ବେପାରୀକୁ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗିରଫକରି କୋର୍ଟ ଚାଲାଣ କରିଛି। ପୁଲିସ୍‌ ତା’ଠାରୁ ୫କେଜିର ଏକ ଗଞ୍ଜେଇ ପୁଡ଼ିଆ ଜବତ କରିଛି। ଗିରଫ ବେପାରୀ ହେଲେ କନ୍ଧମାଳ ଫିରିଙ୍ଗି ଥାନା ଗୌଡ଼ ସାହିର ଜିତେନ୍ଦ୍ର ଦିଗାଲ(୨୮)। ଆଜି ସେ ଗଞ୍ଜେଇ ନେଇ ବାରଙ୍ଗ ରାସ୍ତାଦେଇ ଆସୁଥିବା ବେଳେ ପୁଲିସ୍‌ ତାକୁ ଡମଣା ନିକଟରେ କାବୁକରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe