ଚାକିରି ପାଇଁ ଲାଞ୍ଚ ମାମଲା: ବିଜେପି ସାଂସଦଙ୍କ ଝିଅ ସମେତ ୧୯ ଗିରଫ

ଭୁବନେଶ୍ୱରରେ ନକଲି ବିଦେଶୀ ମଦ ଭାଟି ଠାବ, ଜଣେ ଗିରଫ

ଗୌହାଟୀ: ୨୦୧୬ ମସିହାରେ ହୋଇଥିବା ଏପିଏସ୍‌ସି (ଆସାମ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌) ପରୀକ୍ଷା ଦୁର୍ନୀତି ମାମଲାରେ ଆଜି ବିଜେପି ସାଂସଦ ଏମ୍‌ ପି ଶର୍ମାଙ୍କ ଝିଅ ସମେତ ସମୁଦାୟ ୧୯ ଜଣ ଅଧିକାରୀ ଗିରଫ ହୋଇଛନ୍ତି। ଖବର ମୁତାବକ ଏପିଏସ୍‌ସି ପରୀକ୍ଷା ଉତ୍ତର ଖାତାରେ ଥିବା ଅକ୍ଷର ସହ ସେମାନଙ୍କ ହସ୍ତାକ୍ଷର ମିଶି ନଥିଲା। ଏପିଏସ୍‌ସିରେ ଚାକିରି ପାଇଁ ଲାଞ୍ଚ ମାମଲାର ତଦନ୍ତ କରୁଥିବା ଦିବ୍ରୁଗଡ଼ ପୁଲିସ ଏସିଏସ୍‌ (ଆସାମ ସିଭିଲ ସର୍ଭିସ୍‌), ଏପିଏସ୍‌ (ଆସାମ ପୁଲିସ ସର୍ଭିସ୍‌) ଅଧିକାରୀମାନଙ୍କୁ ସମନ୍‌ କରିଥିଲା। ସେମାନଙ୍କ ଖାତାର ଫରେନ୍ସିକ୍‌ ଯାଞ୍ଚ୍‌ ପରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe