ଫୁଲବାଣୀ: ଆଜି ଦିନ ପ୍ରାୟ ସାଢ଼େ ୧୧ଟା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୁଲିସ ଥାନା ଠାରୁ ୨୦ କିଲୋମିଟର ଦୂର ପଟାମାହା ଗ୍ରାମର ଜକିଆ କହଁର(୩୦ ବର୍ଷ)ର ଘର ପଛପଟେ ଚାଲୁଥିବା ଏକ ବେଆଇନ ଦେଶୀ ବନ୍ଧୁକ କାରଖାନା ଉପରେ ଚଢ଼ାଉ କରି ୪ଟି ଦେଶୀ ବନ୍ଧୁକ ସମେତ ୧୧୩ଟି ଗୁଳି , ବାରୁଦ ଓ ବହୁ ପରିମାଣର ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି। ଏହି ଘଟଣାରେ ପୁଲିସ ଶ୍ରୀ କହଁରଙ୍କୁ ଗିରଫ କରିଛି।
ଫୁଲବାଣୀ: ଦେଶୀ ବନ୍ଧୁକ ତିଆରି କାରଖାନାରେ ଚଢ଼ାଉ, ଜଣେ ଗିରଫ
Advertisment
Follow Us