ଭୁବନେଶ୍ୱର: ଘରୋଇ ଡାକ୍ତରଖାନାର ନର୍ସଙ୍କ ତଣ୍ଟିକାଟି ହତ୍ୟା !

Advertisment
ଭୁବନେଶ୍ୱର: ଘରୋଇ ଡାକ୍ତରଖାନାର ନର୍ସଙ୍କ ତଣ୍ଟିକାଟି ହତ୍ୟା !

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିସ୍‌ ଥାନା ଅନ୍ତର୍ଗତ କାନନବିହାର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କୁ ତଣ୍ଟିକାଟି ଗତକାଲିି ବିଳମ୍ବିତ ରାତିରେ କେହି ହତ୍ୟା କରିଛି। ଯୁବତୀଙ୍କ ସହିତ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ଜଣକ ଏକ ପ୍ରତିଷ୍ଠିତ ଘରୋଇ ହସ୍‌ପିଟାଲରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ସେ ରହୁଥିବା ଭଡ଼ାଘରେ ତାଙ୍କୁ ହତ୍ୟା କରାଯାଇଥବା ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe