Image Source--aajtak
ଛତ୍ରପୁର: ଛତ୍ରପୁର ଥାନା ଇଲାକାରେ ଜଣେ ୫ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ଏହି ମାମଲାରେ ପୁଲିସ ଅଭିଯୁକ୍ତ କହ୍ନେଇ ରାଉଳକୁ(୨୦) ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଛତ୍ରପୁର ଥାନାରେ କେସ ନମ୍ବର ୩୩୧ ଏବଂ ପୋକ୍ସୋ ଆକ୍ଟ୍ ଅନୁସାରେ ମାମଲା ରୁଜୁ ହୋଇଥିଲା। ପୋକ୍ସୋ କୋର୍ଟରେ ମାଜିଷ୍ଟ୍ରେଟଙ୍କ ନିକଟରେ ଧାରା ୧୬୪ରେ ବୟାନ୍ ରେକର୍ଡ କରାଯାଇଥିଲା। ଅଭିଯୁକ୍ତ କହ୍ନେଇର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
Follow Us