ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

Advertisment
ତପୋବନ ବସ୍ତି ଶିବ ହତ୍ୟା ମାମଲା

NDTV.com

ଭୁବନେଶ୍ୱର: ଦୁଷ୍କର୍ମ ଅଭିଯୋଗରେ ଆଜି ନୟାପଲ୍ଲୀ ଥାନା ପୁଲିସ ପୁରୀ ଚନ୍ଦନପୁର ଥାନା ଅଧୀନ ନାୟକପାଟଣା ଗ୍ରାମର ଲକ୍ଷ୍ମଣ ସାହୁଙ୍କୁ ଗିରଫ କରିଛି। ସାଲିଆସାହିର ଜଣେ ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ ହେବା ପରେ ନୟାପଲ୍ଲୀ ପୁଲିସ ଚନ୍ଦନପୁରରେ ଚଢ଼ଉ କରି ତାଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଛି। ତେବେ କିଛି ଦିନ ହେବ ଅଭିଯୋଗକାରିଣୀ ଅଭିଯୁକ୍ତଙ୍କ ସହ ରହି ଆସୁଥିଲେ। କିନ୍ତୁ ହଠାତ୍‌ ଛାଡ଼ି ଚାଲିଯିବାରୁ ମହିଳାଜଣକ ତାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ କରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe