୭ ବର୍ଷର ନାବାଳିକାକୁ ୧୦ ଟଙ୍କା ଦେଇ ଦୁଷ୍କର୍ମ ଅଭିଯୋଗ, ସଂପର୍କୀୟ ଅଜା ଗିରଫ

Advertisment
ଲକ୍‌ଡାଉନ୍‌ରେ ବଢ଼ୁଛି ଘରୋଇ ହିଂସା, ନିର୍ଯାତନା ଅଭିଯୋଗ ଆଣିଲେ ୧୯୮୧ ମହିଳା

www.hindustantimes.com

ଭୁବନେଶ୍ୱର: ଜଣେ ୭ ବର୍ଷର ନାବାଳିକାକୁ ୧୦ଟଙ୍କା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ସଂପର୍କୀୟ ଅଜାକୁ ପୁଲିସ ଶନିବାର ଗିରଫ କରିଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଥାନାରେ ଏଭଳି ଅଭିଯୋଗ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ରାଧାକୃଷ୍ଣ ଲେନ ବସ୍ତିରେ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

ସଂପର୍କୀୟ ଅଜା ୧୦ ଟଙ୍କା ଦେଇ ଘରକୁ ଡାକି ଦୁଷ୍କର୍ମ କରିଛି ବୋଲି ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଛନ୍ତି। ପୁଲିସ ମାମଲା ରୁଜୁ କରି ଅଜା ଜଟିଆ ପିଙ୍ଗୁଆକୁ ଗିରଫ କରିଛି। ନାବାଳିକା ପୀଡିତାର ଡାକ୍ତରୀ ପରୀକ୍ଷା କରାଯାଇଛି। ଘଟଣା ସଂପର୍କରେ ନାବାଳିକା ପ୍ରଥମେ ଖୁଡ଼ିଙ୍କୁ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe