ମଧ୍ୟପ୍ରଦେଶରେ ପୁଣି ଗଣଦୁଷ୍କର୍ମ 

Advertisment
ରାଉରକେଲା: ଯୁବତୀଙ୍କୁ ଦୁଇ ଦିନ ଅଟକ ରଖି ଗଣଦୁଷ୍କର୍ମ

India.com

ଭୋପାଳ : ମଧ୍ୟପ୍ରଦେଶରେ   ମନ୍ଦସୁର ଗଣଦୁଷ୍କର୍ମ ଘଟଣାକୁ ନେଇ ଉତ୍ତେଜନା ଥମି ନଥିବାବେଳେ ଆଜି ପୁଣି ଜଣେ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଖାରଗୋନ୍‌ ଜିଲ୍ଲାର ଜଣେ  ମହିଳାଙ୍କୁ ଚାକିରି ଦେବାର ଲୋଭ ଦେଖାଇ ୪ଜଣ ଦୁର୍ବୃତ୍ତ ଏକ ନିର୍ଜନ ସ୍ଥାନକୁ ନେଇ ଯାଇଥିଲେ। ପୀଡ଼ିତାଙ୍କୁ ଗଛରେ ବାନ୍ଧି ଗଣଦୁଷ୍କର୍ମ କରିବାପରେ ସେମାନେ ସ୍ଥାନ ଛାଡ଼ି ପଳାଇଥିଲେ। ତେବେ ପୀଡ଼ିତା ଜଣଙ୍କ ପରେ ବହୁ କଷ୍ଟରେ ପୁଲିସ ଷ୍ଟେସନ୍‌ରେ ପହଞ୍ଚି ପୁଲିସରେ ଏତଲାଦେଇଥିଲେ।  ଅଭିଯୋଗକ୍ରମେ ପୁଲିସ ୨ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe