ପୁରୁଣା ଭୁବନେଶ୍ବର: ଦୋକନ ମାଲିକାଣୀଙ୍କୁ ଦୁଷ୍କର୍ମ କରି କର୍ମଚାରୀ ଗିରଫ ହୋଇଛି। ଏଭଳି ଏକ ଘଟଣା ଶ୍ରୀଲିଙ୍ଗରାଜ ଥାନା ଅଧୀନରେ ଘଟିଛି। ସଂପୃକ୍ତ କର୍ମଚାରୀକୁ କୋର୍ଟ ଚାଲାଣ କରାଯାଇଛି। ଯେଉଁ ଦୋକାନରେ ଅଭିଯୁକ୍ତ କାମ କରୁଥିଲେ ସେ ମାଲିକଙ୍କ ଘରକୁ ଯିବା ଆସିବା କରୁଥିଲା। ଗତ ସେପ୍ଟେମ୍ବର ୨୦ତାରିଖ ରାତି ୧୧ଟାରେ ସେ ମାଲିକଙ୍କ ଘରକୁ ଯାଇଥିଲା। ମାଲିକ ନଥିବା ଦେଖି ମାଲଇକାଣୀଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୋଗ ହେବା ପରେ ତାକୁ ଗିରଫ କରାଯାଇଛି।
ମାଲିକାଣୀଙ୍କୁ ଦୁଷ୍କର୍ମ, କର୍ମଚାରୀ ଗିରଫ
Advertisment
Follow Us