ସୋନପୁର: ସୋନପୁର ମନ୍ଦିର ପ୍ରାଙ୍ଗଣରୁ ଏକ ଚନ୍ଦନ ଗଛ ଚୋରି ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋମବାର ରାତିରେ ଏହି ଚନ୍ଦନ ଗଛ ଚୋରି ହୋଇଥିବା ଜଣାଯାଇଛି। ରାତିରେ କେହି ଦୁର୍ବୃତ୍ତ ମନ୍ଦିର ପ୍ରାଙ୍ଗଣରେ ଥିବା ଏହି ମୂଲ୍ୟବାନ ଚନ୍ଦନ ଗଛକୁ କାଟି ଚୋରି କରି ନେଇଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ବିସ୍ମୟ ପ୍ରକାଶ ପାଇଛି।
ଭଗବତୀ ମନ୍ଦିର ପ୍ରାଙ୍ଗଣରୁ ଚନ୍ଦନ ଗଛ ଚୋରି
Advertisment
Follow Us