ଭୁବନେଶ୍ୱର: ରାଜଧାନୀରେ ରବିବାର ପୁଣି ଏକ ସେକ୍ସ ର୍ୟାକେଟ ଠାବ ହୋଇଛି। ମିଳିଥିବା ସୂଚନା ଅନୁସାରେ ନୟାପଲ୍ଲୀ ଅଞ୍ଚଳରେ ସେକ୍ସ ର୍ୟାକେଟ ଚାଲିଥିବା ବେଳେ ପୁଲିସ ଚଢ଼ାଉ କରିଛି। ଏହି ସେକ୍ସ ର୍ୟାକେଟଟି ଏକ ବିୟୁଟି ପାର୍ଲରେ ଚାଲିଥିଲା। ଚଢ଼ାଉ ବେଳେ ପୁଲିସ ୪ଜଣ ଯୁବତୀଙ୍କୁ ଉଦ୍ଧାର କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ୪ ଜଣ ଯୁବକ ଅଟକ ଅଛନ୍ତି। ଘଟଣାସ୍ଥଲରୁ ଟଙ୍କା, ମୋବାଇଲ, ଯୌନ ଉଦ୍ଦୀପକ ଔଷଧ, ପର୍ସ, ସୁନା ଗହଣା ଓ ଅନ୍ୟାନ୍ୟ ଆପତ୍ତି ଜନକ ସାମଗ୍ରୀ ଜବତ ହୋଇଛି।
ଏଥିସହ ଏହି ସେକ୍ସ ର୍ୟାକେଟରେ ଜଣେ ସରକାରୀ କର୍ମଚାରୀଙ୍କର ସଂପୃକ୍ତି ରହିଥିବା ମଧ୍ୟ ପୁଲିସ୍ ସନ୍ଦେହ କରୁଛି!
/sambad/media/post_attachments/wp-content/uploads/2017/11/bbs3-300x169.jpg)
ଅଧିକ ରିପୋର୍ଟ ପାଇଁ ଅପେକ୍ଷା କରାଯାଇଛି।
Follow Us