କୋର୍ଟରେ ହାଜର ନ ହେବାରୁ ଶ୍ରୀଦୁର୍ଗା ଗ୍ଲାସ୍‌ ମାଲିକ ଗିରଫ

Advertisment
ଫେରାର୍‌ ଲୁଟେରା ଗିରଫ; ଯନ୍ତ୍ରପାତି ଜବତ

ବାରଙ୍ଗ: ବାରଙ୍ଗ ସ୍ଥିତ ଶ୍ରୀଦୁର୍ଗା ଗ୍ଲାସ୍‌ ସମୂହ କମ୍ପାନିର ନିର୍ଦ୍ଦେଶକ ମୋହନ କୁମାର ଝୁନ୍‌ଝୁନ୍‌ୱାଲାଙ୍କୁ ବାରଙ୍ଗ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ୧୯୯୪ରୁ ୨୦୦୦ ମସିହା ମଧ୍ୟରେ ଶ୍ରମିକଙ୍କ ଇପିଏଫ୍‌ ଟଙ୍କା ଦାଖଲ ନେଇ ତାଙ୍କ ବିରୋଧରେ ମାମଲା ଚାଲିଛି। ମାତ୍ର ସେ ନିର୍ଧାରିତ ତାରିଖରେ କୋର୍ଟରେ ହାଜର ହେଉ ନଥିବାରୁ କୋର୍ଟ ତାଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe