ପୁରୁଣା ଭୁବନେଶ୍ବର: ରାଜାରାଣୀ କଲୋନିରୁ ପ୍ରୀତୀଶ ସ୍ବାଇଁଙ୍କ ଘରୁ ଟଙ୍କା, ଇଲୋକ୍ଟ୍ରନିକ୍ ସାମଗ୍ରୀ ଓ ଟିଭି ଚୋରି କରିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ୪ଜଣକୁ ଗିରଫ କରିଛି। ସେମାନେ ହେଲେ ମଇଁଷିଆ ଖାଲ ବସ୍ତିର ଡି ସୁବାଷ ରାଓ(୩୦), ପିପିଲି ଥାନା ଅଧୀନ ଦାଣ୍ଡମୁକୁନ୍ଦପୁରର ପାଣ୍ଡବ ବେହେରା, କଣାସ ତାରପଡ଼ା ଗ୍ରାମର ଗଣେଶ ମଲିକ୍(୩୦) ଓ ମୋହନ ମଲିକ୍(୩୬)।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us