ଇଭିଏମ୍‌ ଷ୍ଟ୍ରଂ ରୁମ୍‌ ଫଟୋ ଉଠାଇ ଟିଆର୍‌ଏସ୍‌ ଏଜେଣ୍ଟ୍‌ ଗିରଫ

Advertisment
ଇଭିଏମ୍‌ ଷ୍ଟ୍ରଂ ରୁମ୍‌ ଫଟୋ ଉଠାଇ ଟିଆର୍‌ଏସ୍‌ ଏଜେଣ୍ଟ୍‌ ଗିରଫ

ହାଇଦ୍ରାବାଦ: ମଲ୍‌କାଜଗିରି ଲୋକସଭା ଆସନରେ ଟିଆର୍‌ଏସ୍‌ ପ୍ରାର୍ଥୀଙ୍କ ଜଣେ ଏଜେଣ୍ଟ୍‌ ଇଭିଏମ୍‌ ଷ୍ଟ୍ରଂ ରୁମ୍‌ ଫଟୋ ଉଠାଇବା ଏବଂ ଭିଡିଓ ସୁଟିଂ କରୁଥିବା ବେଳେ ଗିରଫ ହୋଇଛନ୍ତି। ଟିଆର୍‌ଏସ୍‌ ପ୍ରାର୍ଥୀ ରାଜଶେଖର ରେଡ୍ଡିଙ୍କ ଏଜେଣ୍ଟ ଏନ୍‌ ଭେଙ୍କେଟେଶଙ୍କୁ ପୁଲିସ ଗିରଫ କରିଥିବା ବେଳେ ଆଜି ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶରେ ସମସ୍ତ ଇଭିଏମ୍‌କୁ ସୁରକ୍ଷିତ ରଖିବା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ବନ୍ଦୋବସ୍ତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe