ଭୁବନେଶ୍ୱର : ଦାଦାବଟି ମାଗି ଦୁଇ ଗିରଫ

Advertisment
ଯୁବତୀଙ୍କ ଆତଙ୍କ: ଏମ୍‌ବିଏ ଛାତ୍ରୀଙ୍କୁ ଉଠାଇ ନେଇ ଲୁଟିଲେ

image source-Sabrang India

ଭୁବନେଶ୍ୱର : ଜଣେ ମାଂସ ଦୋକାନୀଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ୍ ଆଜି ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଚକେଇସିଆଣିର ଜୀବନଜ୍ୟୋତି ବେହେରା ଓ ଗୋପବନ୍ଧୁ ବସ୍ତିର ସୌମ୍ୟରଞ୍ଜନ ରାଉତ। ସେମାନଙ୍କଠାରୁ ପୁଲିସ୍ ନମ୍ବର ବିହୀନ ଗୋଟିଏ ବାଇକ୍‌, କଟୁରି ଓ ଲୁହାଛଡ଼ ଜବତ କରିଛି। ଗତ ୯ ତାରିଖରେ ଚକେଇସିଆଣି କେନାଲ ରୋଡ୍‌ରେ ଥିବା ମାଂସ ବ୍ୟବସାୟୀ ଏସ୍‌.କେ ମୁସ୍ତାକଙ୍କୁ ଏମାନେ ଦାଦାବଟି ମାଗି ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ମୋବାଇଲ୍ ଓ ଟଙ୍କା ଛଡ଼ାଇ ନେଇଥିଲେ। ଏନେଇ ମୁସ୍ତାକ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe