ଯୁବତୀ ଗୋଡ଼ରେ ଆଙ୍କିଲେ ମା’ କାଳୀଙ୍କ ମୂର୍ତ୍ତି; ଲୋକେ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

Advertisment

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଦ୍ୱାରା ତାଙ୍କ ପାଦରେ ମା’ କାଳୀଙ୍କର ଏକ ଟାଟୁ ଆଙ୍କୁଥିବାର ଦେଖିବାକୁ ମିଳୁଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଦ୍ୱାରା ତାଙ୍କ ପାଦରେ ମା’ କାଳୀଙ୍କର ଏକ ଟାଟୁ ଆଙ୍କୁଥିବାର ଦେଖିବାକୁ ମିଳୁଛି। 

Newt(37)

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଦ୍ୱାରା ତାଙ୍କ ପାଦରେ ମା’ କାଳୀଙ୍କର ଏକ ଟାଟୁ ଆଙ୍କୁଥିବାର ଦେଖିବାକୁ ମିଳୁଛି। 


ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଆପଣ ସ୍ପଷ୍ଟ ଭାବେ ଦେଖିପାରୁଥିବେ ଯେ ଜଣେ ଯୁବତୀ ଟାଟୁ କଳାକାରଙ୍କ ଷ୍ଟୁଡିଓରେ ମୁହଁ ମାଡ଼ି ଶୋଇଛନ୍ତି। ଏହି ସମୟରେ କଳାକାର ଯୁବତୀଙ୍କ ଗୋଡର ପଛପଟେ ମା’ କାଳୀଙ୍କ ଫଟୋ ଆଙ୍କୁଛନ୍ତି। 
ତେବେ ଯୁବତୀ ଏପରି ଭାବେ ଗୋଡ଼ରେ ମା’ କାଳୀଙ୍କ ଫଟୋ ଆଙ୍କି ଦେବୀଙ୍କୁ ଅସମ୍ମାନ କରିଥିବା ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe