ଭୁବନେଶ୍ୱର: ବନ୍ଧୁକ ଡିଲ୍ ମାମଲାରେ ରାଜଧାନୀର ଜଣେ ମହିଳାଙ୍କୁ ଗିରଫ କରିଛି କମିସନରେଟ ପୁଲିସ। ବିଶେଷ ସୂତ୍ରରୁ ସୂଚନା ମିଳିବା ମାତ୍ରେ ବୁଧବାର ଖଣ୍ଡଗିରି ପୁଲିସ ପକ୍ଷରୁ ଏକ ଆପାର୍ଟମେଣ୍ଟ ଉପରେ ଚଢ଼ାଉ କରାଯାଇଥିଲା। ଘଟଣା ସମ୍ପର୍କରେ ପୁଲିସ ମହିଳାଙ୍କୁ ଥାନାକୁ ଆଣି ଅଧିକ ପଚରାଉଚରା କରୁଛି।
ବନ୍ଧୁକ ବିକ୍ରି ଡିଲ୍ ମାମଲାରେ ରାଜଧାନୀରୁ ମହିଳା ଗିରଫ
Advertisment
Follow Us