ଯାଜପୁର: ବେଆଇନ ଲଘୁଖଣିିଜ ପ୍ରଦାର୍ଥ ଚାଲାଣ କରୁଥିବା ୧୦ଟି ଗାଡ଼ିକୁ ଜବତ କଲା ପ୍ରଶାସନ

Advertisment
ଯାଜପୁର: ବେଆଇନ ଲଘୁଖଣିିଜ ପ୍ରଦାର୍ଥ ଚାଲାଣ  କରୁଥିବା ୧୦ଟି ଗାଡ଼ିକୁ ଜବତ କଲା ପ୍ରଶାସନ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପକ୍ଷରୁ ଗତକାଲି ରାତିରେ ଓ ଆଜି ସକାଳେ ଚଢ଼ାଉ କରାଯାଇ ବେଆଇନ୍‌ଭାବେ ଲଘୁ ଖଣିଜ ପଦାର୍ଥ ( ମୋରମ, ଚିପ୍ସ, ମେଟାଲ) ଚୋରା ଚାଲାଣ କରାଯାଉଥିବା ୧୦ଟି ଗାଡ଼ିକୁ ଜବତ କରାଯାଇଛି। ତହସିଲଦାର ପ୍ରଭାସ ବେହୁରା ଓ ଧର୍ମଶାଳା ପୁଲିସ ମିଳିତ ଭାବେ ଚଢ଼ାଉ କରି ଟିକସ ଫାଭ୍କି ଚୋରା କାରବାରରେ ସମ୍ପୃକ୍ତ ଗାଡ଼ିଗୁଡ଼ିକୁ ଜବତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe