୧୨ ଘଣ୍ଟିଆ ପାଟଣାଗଡ଼ ବନ୍ଦ

Advertisment

ପାଟଣାଗଡ଼ରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ। ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଅନୁଷ୍ଠାନ ଏବଂ ସେବା ଏହି ସମୟରେ ବନ୍ଦ ରହିଛି।  ପାଟଣାଗଡ଼ରେ ଏକ ରେଳ ଟ୍ରାକ୍‌କୁ ଅବରୋଧ ମଧ୍ୟ କରାଯାଇଛି...

5anapa

ପାଟନାଗଡ: ପାଟଣାଗଡ଼ରେ ଶନିବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହା ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲାଗୁ ହେବ।

ରିପୋର୍ଟ ଅନୁଯାୟୀ, ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଅନୁଷ୍ଠାନ ଏବଂ ସେବା ଏହି ସମୟରେ ବନ୍ଦ ରହିଛି।  ପାଟଣାଗଡ଼ରେ ରେଳ ଟ୍ରାକ୍‌କୁ ଅବରୋଧ ମଧ୍ୟ କରାଯାଇଛି। ଆନ୍ଦୋଳନକାରୀ ହରିଶଙ୍କର ରୋଡ୍‌ରେ ୨ଟି ମାଲବାହୀ ଟ୍ରେନ୍ ଅଟକାଇ ପ୍ରତିବାଦ ଜଣାଇଛନ୍ତି ।

ଦୀର୍ଘ ଦିନର ଦାବିକୁ ସମର୍ଥନ କରି ଏହି ବନ୍ଦ ଡାକରା ଦିଆଯାଇି। ୨୦୧୨ ପରଠାରୁ ବାଲାଙ୍ଗୀରରେ ନୂଆପଡ଼ା ଭାୟା ପାଟଣାଗଡ଼ ରେଳ ପ୍ରକଳ୍ପ  ପାଇଁ ଦାବି କରାଯାଇ ଆସୁଛି। କିନ୍ତୁ ଏ ବାବଦରେ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପଦ‌କ୍ଷେପ ଗ୍ରହଣ କରାଯାଇ ନାହିଁ।

ଏହାକୁ ମିଶାଇ ପଞ୍ଚମ ଥର ପାଇଁ ବନ୍ଦ ଡାକରା ଦିଆଯାଇଛି। କିନ୍ତୁ ଏ ବାବଦରେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସ୍ଥାନୀୟ ବାସିନ୍ଦା ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe