ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର

ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର

Image Courtesy of Times of India

ନୟାଗଡ: ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁଁ ଜଳିଗଲା ୧୩ ବଖରା ଘର । ନଷ୍ଟ ହୋଇଗଲା ୧୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି । ନୟାଗଡ଼ ଭାପୁର ବ୍ଲକ ପାର୍ବତୀପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।

୮ଟି ପରିବାରର ୧୩ ବଖରା ଘର ଜଳିଯାଇଛି । ଶୀତ ରାତିରେ ଲୋକେ ଘରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ପ୍ରଥମେ ପ୍ରକାଶ ବେହେରାଙ୍କ ଘରେ ନିଆଁଲାଗି ଆଖିପିଛୁଳାକେ ସବୁଆଡ଼େ ବ୍ୟାପିଯାଇଥିଲା । ନିଆଁର ଭୟାବହତା ଏତେ ମାତ୍ରାରେ ରହିଥିଲା ଯେ, ଘରେ ଶୋଇଥିବା ପରିବାର ଲୋକମାନେ ଜାଣିବା ପୂର୍ବରୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe