୧୮ରୁ ୪୪ବର୍ଷ ବର୍ଗ ଟିକାଦାନରେ ପୁଣି ଜୟପୁରକୁ ଉପେକ୍ଷା

Advertisment
ଶତ ପ୍ରତିଶତ ଟିକାକରଣ ପରେ ବୁଷ୍ଟର ଡୋଜ୍‌ ଦିଆଯିବା ଭଲ

International Banker

ଜୟପୁର: ୧୮ରୁ ୪୪ ବର୍ଷ ବର୍ଗ ଟିକାଦାନ ଦେବା ପାଇଁ ରାଜ୍ୟ ସରକାର ଏବେ ୨୨ଟି ଜିଲ୍ଲାରେ ଦେବାକୁ ଘୋଷଣା କରିଛନ୍ତି। ଏଥିରେ ଜିଲ୍ଲାସଦରମହକୁମା ଏବଂ ପୌରପାଳିକା, ଏନ୍ଏ‌ସିରେ ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଏହା ପରେ ଜୟପୁର ସହରର ୧୮ରୁ ୪୪ବର୍ଷ ବର୍ଗ ଲୋକେ ଟୀକା ଦିଆଯିବ ବୋଲି ଆଶା କରିଥିଲେ।

ତେବେ ଜୟପୁର ସହରର ସ୍ଲଟ୍‌ ଖୋଲୁ ନଥିବାରୁ ପୁଣି ନିରାଶ ହୋଇଛନ୍ତି ସହରବାସୀ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଓ ମୃତକ ଜୟପୁର ସହରରେ ବାହାରୁଛନ୍ତି। ଏହା ବାଦେ ବି ରାଜ୍ୟସରକାର କେବେ ଜାଗ୍ରତ ହେବେ ବୋଲି ସହରବାସୀ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe