ବଲାଙ୍ଗୀର: ବଲାଙ୍ଗୀରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନା ଦାବିରେ ଓକିଲ ସଂଘ ପକ୍ଷରୁ ୧୬ ଓ ୧୭ ତାରିଖରେ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି। କାଲି ଓ ଆସନ୍ତାକାଲି କେବଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ବନ୍ଦ ରହିବ। ଗାଡି ଚଳାଚଳ ସ୍ୱାଭାବିକ ରହିବା ସହିତ ଦୋକାନ ବଜାର, ସ୍କୁଲ ଓ କଲେଜ ଆଦି ଖୋଲା ରହିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us