ଗଜପତି: ଜଙ୍ଗଲରୁ ୧୫ ଓ ୩୫ କିଲୋର ୨ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

Advertisment
ଗଜପତି: ଜଙ୍ଗଲରୁ ୧୫ ଓ ୩୫ କିଲୋର ୨ ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଢେପାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଅପରାହ୍ଣରେ ୨ଟି ଲ୍ୟାଣ୍ଡମାଇନ୍‌କୁ ପୁଲିସ ଉଦ୍ଧାର କରିଛି। ଅଧବା ପୁଲିସ ଥାନାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଟିମ୍‌ ନିଦ୍ଧିଷ୍ଟ ଜଙ୍ଗଲରେ ପହଂଚିଥିଲା ବୋଲି ଗଜପତି ସାରା ଶର୍ମା ସୂଚନା ଦେଇଛନ୍ତି। ଉଦ୍ଧାର ହୋଇଥିବା ଲ୍ୟାଣ୍ଡମାଇନ୍‌ର ଓଜନ ଯଥାକ୍ରମେ ୧୫ ଓ ୩୫ କେଜି ବୋଲି ପୁଲିସ କହିଛି।

publive-image

ପୁଲିସ କହିଛି, ଏହି ୨ଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲେ ବଡ଼ ଧରଣର କ୍ଷୟକ୍ଷତି ଘଟିଥାନ୍ତା। ମାଓବାଦୀମାନେ ଏକ ବଡ଼ ଧରଣର ବିସ୍ଫୋରଣ କରିବା ପାଇଁ ଯୋଜନା କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe