ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ପୁଲିସ ଗୋଚ୍ଛାପଡ଼ା ସଲାଗୁଡ଼ା ରୋଡର ସୁନାମୁଣ୍ଡି ବ୍ରିଜ ନିକଟରୁ ୨୭ କିଲୋ ୯୦୦ ଗ୍ରାମ ଗଂଜେଇ ଓ ବାଇକ ଜବତ କରିଛି। ପୁଲିସ ଗଂଜେଇ ଚାଲାଣରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ନାଁ ଅବଦୁଲ ସାଜିଦ ଖାନ (୪୦)। ସେ ଯାଜପୁର ଜିଲ୍ଲା ପାଣିକୋଇଲିର ଅବଦୁଲ ରହିମ ଖାନଙ୍କ ପୁଅ।
୨୭ କିଲୋ ୯୦୦ ଗ୍ରାମ ଗଂଜେଇ ଓ ବାଇକ ଜବତ, ଜଣେ ଗିରଫ
Advertisment
Follow Us