୨୯ ତମ ଆଜାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆ ଝର ଗାଁର ହାଇସ୍କୁଲ ଖେଳ ପଡ଼ିଆରେ ୨୯ ତମ ଆଜାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉତ୍ସାହର ସହିତ ଉଦ୍‌ଘାଟିତ ହୋଇଛି...

29th Azad Cricket Tournament

29th Azad Cricket Tournament Photograph: (sambad.in)

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତର କୁରୁଆ ଝର ଗାଁର ହାଇସ୍କୁଲ୍ ଖେଳ ପଡ଼ିଆରେ ୨୯ ତମ ଆଜାଦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବଡ଼ ବନ୍ଧ ପଞ୍ଚାୟତର ପୂର୍ବ ସରପଞ୍ଚ ତଥା ବିଜେଡି ଯୁବ ନେତା ଅର୍ନ୍ତଯ୍ୟାମୀ ଭୋଇଙ୍କର କର କମଳରେ ଉଦ୍‌ଘାଟିତ ହୋଇ ଯାଇଛି।

ଅଧିକ ପଢ଼ନ୍ତୁ:

ସମ୍ମାନିତ ଅତିଥି ଭାବେ ରାଜ ପ୍ରତାପ ସିଂ ଦେଓ, ରମେଶ ପଟେଲ ଯୋଗ ଦେଇଥିଲେ। ଆଜିର ଖେଳ ଦାବଜୁରି ଓ ସାରସ ମାଳ ମଧ୍ୟରେ ହୋଇଥିବ ବେଳେ ଦାବଜୁରି ଦଳ ବିଜୟୀ ହୋଇଥିଲା।

ଅଧିକ ପଢ଼ନ୍ତୁ:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe