ବିରିଡ଼ି: ଜଗତସିଂହପୁର ଜିଲ୍ଲା ବିରିଡି ବ୍ଲକ ଅନ୍ତର୍ଗତ କାଠଯୋଡି-ସିଡୁଆ ନଦୀର ସଙ୍ଗମ ସ୍ଥଳ ଦଳେଇଘାଇ ନିକଟରେ ବନ୍ୟାଜଳ ବୃଦ୍ଧି ପାଇ ବର୍ତ୍ତମାନ ସୁଦ୍ଧା ୫୯ ଫୁଟ୍ ଉପରେ ଜଳ ପ୍ରବାହିତ ହେଉଛି। ଏଠାର ବିପଦ ସଂକେତ ୫୭ଫୁଟ୍। ମୁଖ୍ୟଯନ୍ତ୍ରୀ ବିଜୟ କୁମାର ସାମଲ, ଅଧିକ୍ଷଣ ଯନ୍ତ୍ରୀ ପ୍ରତାପ ଶତପଥ ପରିସ୍ଥିତି ଅନୁଧ୍ୟାନ କରି ଫେରିବା ପରେ ୨୨ ମୌଜାର ଶାଖା ନଦୀ ଦେବୀ ଓ ବିଲୁଆଖାଇ ନଦୀ ବନ୍ଧ ବୁଲି ଦେଖିଥିଲେ। ଏହି ବ୍ଲକ ଉକୁନ୍ଦରା ପଞ୍ଚାୟତ ଅଲିପଡା-ସାନ ଖରମଙ୍ଗା ଦେବୀ ନଦୀ ଘେରି ବନ୍ଧ ଡେଇଁ ପାଣି ପଶିବାରୁ ୪୦ ପରିବା
ବିରିଡିରେ ୪୦ ପରିବାର ପାଣି ଘେରରେ
Advertisment
Follow Us