ମାଲକାନଗିରି: ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ, ହତ୍ୟା ସନ୍ଦେହ

Advertisment
ମାଲକାନଗିରି: ନିଖୋଜ ଶିଶୁ କନ୍ୟାର ମୃତଦେହ ଠାବ, ହତ୍ୟା ସନ୍ଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା କରକଣ୍ଡା ବ୍ଲକ୍‌ ଏମ ଭି ୨୩ ଗାଁରେ ୨ ଦିନ ହେବ ନିଖୋଜ ଥିବା ଏକ ୫ ବର୍ଷର ଶିଶୁକନ୍ୟାର ମୃତ ଦେହ ଆଜି ସକାଳୁ ଠାବ କରାଯାଇଛି। ମୃତ ଶିଶୁଜଣକ ହେଉଛନ୍ତି ନିରାବନ ଘଡ଼ାମିଙ୍କ ଝିଅ ନିଶା ଘଡ଼ାମି। ନିଶାଙ୍କ ବେକ ଓ ଅନ୍ୟାନ ସ୍ଥାନରେ କ୍ଷତିଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe