ରା.ଉଦୟଗିରି ଉପ-କାରାଗାରରେ ୬ କଏଦୀ ପଜିଟିଭ

ଜାଲ୍‌ କୋଭିଡ୍‌ ପଜିଟିଭ୍‌ ରି‌ପୋର୍ଟ ପ୍ରସଙ୍ଗ: ଦଲାଲ୍‌ଙ୍କ ଭିତରେ କୋକୁଆଭୟ, ଉତ୍ତର ରଖିଲା ସଂସ୍ଥା

ରା.ଉଦୟଗିରି : ଗଜପତି ଜିଲ୍ଲା ରା.ଉଦୟଗିରି ଉପ-କାରାଗାରର ସମସ୍ତ ଅନ୍ତେବାସୀ ଏବଂ କର୍ମଚାରୀଙ୍କ ଆର୍‌ଟିପିସିଆର୍‌ ଓ ଆଣ୍ଟିଜେନ୍‌ ପରୀକ୍ଷା କରା ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ଜଣ ବିଚାରାଧୀନ କଏଦୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି।

ପଜିଟିଭ୍‌ ରିପୋର୍ଟ ଆସିବା ପରେ ସେମାନଙ୍କ ପାଇଁ ଜେଲ୍‌ ଭିତରେ ହିଁ ଆଇସୋଲେସନ୍‌ ବ୍ୟବସ୍ଥା କରାଯାଇଛି। ପଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରୁ ୫ଜଣ ଅଣଓଡ଼ିଆ କଏଦୀ। ଦୁଇମାସ ତଳୁ ପାରଳାଖେମୁଣ୍ଡି ମୁଖ୍ୟ କାରାଗାରରୁ ସେମାନଙ୍କୁ ରା.ଉଦୟଗିରି ଉପକାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe