ବାଲେଶ୍ୱର: ଜାତୀୟ ରାଜପଥ-୧୬ ନିକଟସ୍ଥ ଖନ୍ତାପଡ଼ା ଥାନା ଅଂଚଳରେ ଏକ ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବାରୁ ୬୦ ଜଣ ଶ୍ରମିକ ଅସୁସ୍ଥ ଥିବା ସୂଚନା ମିଳିଛି। ସମସ୍ତଙ୍କୁ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ଚିଙ୍ଗୁଡ଼ି ପ୍ରୋସେସିଂ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହେବାରୁ ୬୦ ଶ୍ରମିକ ଅସୁସ୍ଥ
Advertisment
Follow Us