ଯାଜପୁର: ୬୦୦ ଲିଟର କିରୋସିନି ଜବତ, ଜଣେ ଗିରଫ

Advertisment
ଯାଜପୁର: ୬୦୦ ଲିଟର କିରୋସିନି ଜବତ, ଜଣେ ଗିରଫ

ଯାଜପୁର: ବଡଚଣା ପୁଲିସ ଦ୍ଵାରା କଳାବଜାରି ହେଉଥିବା ୬୦୦ ଲିଟର କିରୋସିନି ସିହା ପଞ୍ଚାୟତର ମଙ୍ଗରାଜପୁର ଗ୍ରାମରୁ ଜବତ କରାଯାଇଛି। ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ମଙ୍ଗରାଜପୁର ଗ୍ରାମର ମହେଶ୍ୱର ରାଉତଙ୍କ ପୁଅ କୈଳାଶ ରାଉତଙ୍କୁ ଗିରଫ କରିଛି। କିନ୍ତୁ ମୁଖ୍ୟ ଆସାମୀ ବାବାଜୀ ରାଉତ ଘଟଣାସ୍ଥଳରୁ ଫେରାରଥିବା ପୁଲିସ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe