ବଜ୍ରାଘାତରେ ୮ ଗୋରୁ ମୃତ

ବଜ୍ରାଘାତରେ ୮ ଗୋରୁ ମୃତ

Empower IAS

କୁହିକା: ସୁକିନ୍ଦା ବ୍ଲକ୍‌ ପିମ୍ପୁଡ଼ିଆ ପଞ୍ଚାୟତ ଲାଗୁରୀସାହି ଠାରେ ଆଜି ବଜ୍ରାଘାତରେ ୮ଟି ଗୋରୁଙ୍କର ମୃତ୍ୟୁ ହୋଇଛି।

ଗୋରୁଗୁଡ଼ିକ ଚରିବାକୁ ଜଙ୍ଗଲ ନିକଟସ୍ଥ ପଡ଼ିଆକୁ ଯାଇଥିବା ବେଳେ ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ପବନ ହୋଇଥିଲା। ଗୋରୁଗୁଡ଼ିକ ଏକ ମହୁଲ ଗଛମୂଳେ ଆଶ୍ରୟ ନେଇଥିଲେ। ହଠାତ୍‌ ବଜ୍ରପାତ ହେବା ଫଳରେ ୫ଟି ବଳଦ ଓ ୩ ଗାଈଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe