ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ୯ ଅଭିଯୁକ୍ତ ଗିରଫ

Advertisment
ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣାରେ ୯ ଅଭିଯୁକ୍ତ ଗିରଫ

ପୁରୀ: ପୁରୀ ରାଧାଗୋବିନ୍ଦ ଲେନର ଦିବ୍ୟାଙ୍ଗ ବ୍ୟକ୍ତି ହରିହର ସାହୁଙ୍କ ହତ୍ୟାକାଣ୍ଡ ଘଟଣା। ଟାଉନଥାନା ପୁଲିସର ବଡ ସଫଳତା। ଏହି ଘଟଣାକୁ ନେଇ ପୁରୀ ଏସପି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ସିଟି ଡିଏସପିଙ୍କ ନେତୃତ୍ବରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍।

ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ସମୁଦାୟ ୯ ଜଣ ଗିରଫ। ଦୁଇଜଣ ଏବେ ବି ଫେରାର ଅଛନ୍ତି। ଗିରଫ ୯ ଜଣ ମଧ୍ୟରୁ ୭ ଜଣ ନାବାଳକ ଅପରାଧୀ। ଗତ ୮ ତାରିଖରେ ଘଟିଥିବା ଦିନେଶ୍ ଖୁଣ୍ଟିଆ ହତ୍ୟାକାଣ୍ଡ ଘଟଣାର ବଦଲା ନେବାପାଇଁ ହରିହରଙ୍କୁ ହତ୍ୟା କରାଯାଇଥିଲା। ମୃତ ଦିନେଶଙ୍କ ସହଯୋଗୀ ହତ୍ୟାକାଣ୍ଡରେ ସାମିଲ ଅଛନ୍ତି । ଖଜା ବ୍ୟବସାୟକୁ ନେଇ ହୋଇଥିଲା ହତ୍ୟାକାଣ୍ଡ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe