କାନାଡ଼ାରେ ପ୍ରକାଶ ପାଇଲା ସମ୍ବଲପୁରର ଝିଅ ଝିନୁଙ୍କ କବିତା ସଂକଳନ

କାନାଡ଼ାରେ ପ୍ରକାଶ ପାଇଲା ସମ୍ବଲପୁରର ଝିଅ ଝିନୁଙ୍କ କବିତା ସଂକଳନ

ସମ୍ବଲପୁର: ‘କବିର ମନକୁ କେହି ଛୁଇଁଦେଲେ କବିତାର ସୃଷ୍ଟି ହୁଏ, କିନ୍ତୁ କବିତା ମନକୁ ଛୁଇଁବା ସହଜ ନୁହେଁ’। ସାହିତ୍ୟିକ ପ୍ରତିଭା ରାୟଙ୍କ ଏହି ଲେଖାରୁ ଆରମ୍ଭ ହୁଏ କବିତା ସଂକଳନ ‘ଅର୍ଘ୍ୟ’ର ମୁଖବନ୍ଧ।

କାନାଡାର ଟରୋଣ୍ଟୋ ନଗରୀ ସ୍ଥିତ ବିଦ୍ୟା ପବ୍ଲିସିଂ ଦ୍ବାରା ସମ୍ବଲପୁର କମଲିବଜାରର ଝିଅ ଝିନୁ ଛୋଟରାୟ ଓରଫ ବୈଜୟନ୍ତୀ ରାୟଚୌଧୁରୀଙ୍କ ଏହି କବିତା ସଂକଳନ ‘ଅର୍ଘ୍ୟ’ ପ୍ରକାଶ ପାଇଛି। ବିବାହ ପରେ ଝିନୁ ଆମେରିକାର ଜଣେ ସ୍ଥାୟୀ ବାସିନ୍ଦା। ଚାଳିଶ ବର୍ଷ ହେଲା ସେଠାରେ ରହିବା ପରେ ମଧ୍ୟ ମାତୃଭାଷାରେ ଲେଖା ସେ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe