ଝାରସୁଗୁଡ଼ା: ଝାରସୁଗୁଡ଼ା ବସ୍ଷ୍ଟାଣ୍ଡ ପଛ ପଟେ ମଂଗଳବାର ସକାଳେ ରେଳ ଲାଇନ୍ କଡ଼ ନାଳ ଭିତରୁ ଜଣେ ଯୁବକଙ୍କ ମୃତଦେହକୁ ଆର୍ପିଏଫ୍ ପୁଲିସ ଉଦ୍ଧାର କରିଛି। ଏହି ଯୁବକଙ୍କ ଡାହାଣ ହାତ ଛିଣ୍ଡି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ରାତିରେ କୌଣସି ଟ୍ରେନ୍ରେ ଯାଉଥିବା ବେଳେ ସେ ଖସି ପଡ଼ିଥିବା ପୁଲିସ ସଂଦେହ କରୁଛି। ପରିଚୟ ମିଳି ନଥିବାରୁ ପୁଲିସ ବ୍ୟବଚ୍ଛେଦ କରି ଡାକ୍ତରଖାନା ମର୍ଗ ହାଉସରେ ଶବ ସଂରକ୍ଷିତ ରଖିଛି।
ଟ୍ରେନ୍ରୁ ଖସି ଯୁବକଙ୍କ ମୃତ୍ୟୁ
Advertisment
Follow Us