କରୋନାରେ ଆଖି ବୁଜିଲେ ଫିଲ୍ମ ଅଭିନେତାଙ୍କ ମା’

Advertisment
କରୋନାରେ ଆଖି ବୁଜିଲେ ଫିଲ୍ମ ଅଭିନେତାଙ୍କ ମା’

ସୁନ୍ଦରଗଡ଼ : ଆଜି କରୋନାରେ ଆଖି ବୁଜିଛନ୍ତି ଓଡ଼ିଆ ଫିଲ୍ମ ଅଭିନେତା ଶୁଭମ ନାଏକଙ୍କ ମା’ ଭାରତୀ ନାଏକ। କିଛି ଦିନ ତଳେ ଭାରତୀ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ହାଇଟେକ୍ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି। ସୁନ୍ଦରଗଡ଼ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe