ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟର କିରାଣୀ

Advertisment
ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟର କିରାଣୀ

ସୋନପୁର: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ତହସିଲର ଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟାଳୟର କିରାଣୀ ସନନ୍ଦ ନନ୍ଦ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ନନ୍ଦ ଶିବପ୍ରସାଦ ପ୍ରାଧାନ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜମିବାଡ଼ିର ପଟ୍ଟା ପ୍ରଦାନ ପାଇଁ ଏହି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କ ଧରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe