ଟାଉନଥାନା ଅଧିକାରୀଙ୍କୁ ପଦନ୍ନୋତି ପରେ ରାଉରକେଲାକୁ ବଦଳି

Advertisment
ଟାଉନଥାନା ଅଧିକାରୀଙ୍କୁ ପଦନ୍ନୋତି ପରେ ରାଉରକେଲାକୁ ବଦଳି

ଜୟପୁର: ଟାଉନଥାନା ଅଧିକାରୀ ବାଲେଶ୍ବର ଗିଦ୍ଧୀଙ୍କର ଏହାରି ମଧ୍ୟରେ ଇନ୍ସପେକ୍ଟରରୁ ଡିଏସପି ପଦକୁ ପଦନ୍ନୋତି ହୋଇଛି। ଗତ ୨୯ତାରିଖ ଦିନ ତାଙ୍କ ବଦଳି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାକୁ ହୋଇଥିବା ସୂଚନା ମିଳିଛି।

ସେ ଜୟପୁର ଆସିବା ପୂର୍ବରୁ ଗଂଜାମ ଜିଲ୍ଲାର ଆସିକାରେ ଇନ୍ସପେକ୍ଟର ଭାବେ କାର୍ଯ୍ୟ ତୁଳାଇଥିଲେ। ୨୦୧୮ରେ ସେ ଜୟପୁରରେ ଯୋଗ ଦେବା ପରେ ୫ଟି ଏନକାଉଣ୍ଟର ମାମଲା ହେବା ପରେ ବହୁ ନାମୀ ଅପରାଧୀ, ଗଂଜେଇ ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe