କେନ୍ଦ୍ରାପଡ଼ା: ମଙ୍ଗବଳାର କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଏଏସ୍ଆଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆଳି ଥାନା ଏଏସ୍ଆଇ ରଣେନ୍ଦ୍ର ସାମଲଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଏକ ଗାଁ ଗଣ୍ଡଗୋଳ ଘଟଣାରେ ମାମଲା ରଫାଦଫା କରିବା ପାଇଁ ବାନମ୍ବର ଦାସ ନାମକ ବ୍ୟକ୍ତିଙ୍କ ଠାରୁ ୫୦୦୦ଟଙ୍କା ଲାଞ୍ଚ ନେଉଥିବା ବେଳେ ରଣେନ୍ଦ୍ର ସାମଲ କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।
ଭିଜିଲାନ୍ସ ଜାଲରେ ଆଳି ଥାନା ଏଏସ୍ଆଇ
Advertisment
Follow Us