ଟ୍ରେନ ଧକ୍କାରେ କାର୍ ଚାଳକ ଗୁରୁତର

Advertisment
ଟ୍ରେନ ଧକ୍କାରେ କାର୍ ଚାଳକ ଗୁରୁତର

ବଅଁରପାଳ,୪/୪(ଇମିସ): ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଳକ ଅନ୍ତର୍ଗତ ବନ୍ଦା ଗ୍ରାମର ନାଲକୋ ରେଳ ଲାଇନରେ ନାଲକୋ ଟ୍ରେନ ଧକ୍କାରେ ଏକ  କାର ଭାଙ୍ଗି ଚୁରମାର ହୋଇଥିବାର ଖବର ମିଳିଛି। ଏହି ଦୁର୍ଘଟଣାରେ କାର୍ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe