ଗଞ୍ଜେଇ ବେପାରି ଗିରଫ

Advertisment
ଗଞ୍ଜେଇ ବେପାରି ଗିରଫ

ପାଳଲହଡ଼ା/ଖମାର: ଅବକାରୀ ବିଭାଗ ଓ ପୁଲିସ ଆଜି ଚଢ଼ଉ କରି ଖମାର ଥାନା ବଡ଼ସଡ଼ା ଗାଁର ବୀରେନ୍‌ ମହାପାତ୍ରଙ୍କ ଠାରୁ ୧ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରିଛି। ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅବକାରୀ ଏଏସ୍‌ଆଇ ଅରବିନ୍ଦ ରାଉତରାୟ ଖମାର ଥାନା ପୁଲିସ ସହଯୋଗରେ ଏହି ଚଢ଼ଉ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe