ବାପାକୁ ଠେଙ୍ଗାରେ ପିଟିପିଟି ମାରିଲା ପୁଅ

ବାପାକୁ ଠେଙ୍ଗାରେ ପିଟିପିଟି ମାରିଲା ପୁଅ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିଛି। ଟଙ୍କା ପାଇଁ ବାପାକୁ ଠେଙ୍ଗାରେ ପିଟି ପିଟି ମାରିଦେଇଛି ପୁଅ। ତଳଗଡ଼ ଗାଁରୁ ସାମ୍ନାକୁ ଆସିଛି ନୃଶଂସ ପୁଅର ଏଭଳି ବର୍ବରକାଣ୍ଡ। ମୃତକ ହେଲେ ବିପ୍ରବର ଭୋଇ। ହତ୍ୟାକାଣ୍ଡ ପରେ ଫେରାର ହୋଇଯାଇଛି ଅଭିଯୁକ୍ତ ବଳରାମ।

ଦୀର୍ଘଦିନ ହେବ ଟଙ୍କାକୁ କେନ୍ଦ୍ର କରି ବି-ପ୍ରବର ଓ ବଳରାମଙ୍କ ମଧ୍ୟରେ ଗଣ୍ଡଗୋଳ ଚାଲିଥିବା ବେଳେ ବାପାକୁ ହତ୍ୟା କରିଛି ପୁଅ। ବନ୍ତଳା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe