ଅନୁଗୁଳ: ପୁରୁଣାଗଡ଼ ଶାସନ ବଜାର ନିକଟରୁ ଆଜି ବିନ ବିଭାଗ ୯ ଗଣ୍ଡି ଶାଗୁଆନ୍ କାଠ ସହ ଏକ ପିକଅପ୍ ଭ୍ୟାନ୍କୁ ଜବତ୍ କରିଛି। ପୋକତୁଙ୍ଗ ଜଂଗଲରୁ ଏହି କାଠ କଟାଯାଇ ଭ୍ୟାନ୍(ଓଆର୦୫ଜେଡ୍-୩୨୦୯)ରେ ଅଣାଯାଉଥିବା ସଂକ୍ରାନ୍ତରେ ବନ ବିଭାଗ ମୋବାଇଲ୍ ସ୍କ୍ଵାଡ୍ କୌଣସି ସୂୂତ୍ରରୁ ଖବର ପାଇଥିଲା। ଏହାପରେ ସ୍କ୍ଵାଡ୍ ଗାଡ଼ିର ପିଛା କରି ଶାସନ ବଜାର ନିକଟରେ ଭ୍ୟାନ୍କୁ ଅଟକାଇବା ସହ କାଠ ଜବତ୍ କରିଥିବା ରେଞ୍ଜ୍ ଅଫିସର୍ ସତ୍ୟବ୍ରତ ପ୍ରଧାନ ସୂଚନା ଦେଇଛନ୍ତି।
ଶାଗୁଆନ କାଠ ସହ ଭ୍ୟାନ୍ ଜବତ
Advertisment
Follow Us