ଫୁଲବାଣୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

Advertisment
ଫୁଲବାଣୀ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଶାକର୍ମୀଙ୍କ ଧାରଣା

ଫୁଲବାଣୀ: ମାସିକ ୧୨ ହଜାର ଟଙ୍କା ଦରମା, ଇପିଏଫ, ଇଏସଅଇ ସୁବିଧା ସହିତ ପେନ୍‌ସନ ପ୍ରଦାନ ଦାବିରେ ଆଜି ଫୁଲବାଣୀ ଜିଲ୍ଲାର ଅଶାକାର୍ମୀମାନେ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି। ପରେ ଆଶାକର୍ମୀମାନଙ୍କ ଏକ ପ୍ରତିନିଧିମଣ୍ଡଳି ସମାନ କାର୍ଯ୍ୟକୁ ସମାନ ଦରମା, ଅବସରକାଳୀନ ସୁବଧା ଆଦି୧୨ ଦଫା ସମ୍ବଳତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe