ବାହନଗା: ଗ୍ୟାସ କଟରରେ ଏଟିଏମ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା

Advertisment
ବାହନଗା: ଗ୍ୟାସ କଟରରେ ଏଟିଏମ କାଟି ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବାଲେଶ୍ୱର/ବାହାନଗା: ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଜାତୀୟ ରାଜପଥ କଡ଼ରେ ଇଛାପୁର ଗାଁରେ ଥିବା ଏକ ଏଟିଏମରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ଆଜି ସକାଳୁ ଏଟିଏମ ଲୁଟ୍‌ ହୋଇଥିବା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

publive-image

ସୂଚନାଯୋଗ୍ୟ ଯେ ବାହାନଗା ମେଡ଼ିକାଲ ଛକରେ ଥିବା ଏସବିଆଇ ଏଟିଏମରେ ବ୍ୟଙ୍କେ କର୍ତ୍ତୃପକ୍ଷ ଗତକାଲି ଟଙ୍କା ଭର୍ତ୍ତି କରିଥିଲେ। ମାତ୍ର ଗତକାଲଇ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟର ସହାୟତାରେ ଏଟିଏମ୍‌ ମେସିନ୍‌ କାଟି ସେଥିରେ ଥିବା ସମସ୍ତ ଟଙ୍କା ଲୁଟି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe